fbpx

୩ରେ ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡା,୨ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର ଜାନୁଆରୀ ୩ ଅର୍ଥାତ୍ ଆସନ୍ତାକାଲି ଖୋଲିବାକୁ ଯାଉଛି । ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତେବେ କରୋନା ଯୋଗୁଁ ମାର୍ଚ୍ଚ ୧୭ରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ବନ୍ଦ ଥିଲା । ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.