fbpx

Video: ରାଜ ରାସ୍ତାରେ ଷ୍ଟାର୍ ଦମ୍ପତିଙ୍କ କଳି: ପ୍ରକୃତୀ ମିଶ୍ରଙ୍କୁ ମାଡ ମାରିଲେ ବାବୁସାନଙ୍କ ସ୍ତ୍ରୀ

Advertisement

ଭୂବନେଶ୍ୱର: ରାଜରାସ୍ତାରେ ଓଲିଉଡ ଷ୍ଟାର୍ ଦମ୍ପତିଙ୍କ କଳି । ଚର୍ଚ୍ଚିତ ଅଭିନେତା ବାବୁସାନଙ୍କ ସହିତ ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ରେଡ ହ୍ୟାଣ୍ଡେଡ୍ ଧରିଲେ ତାଙ୍କ ସ୍ତ୍ରୀ । ଚଢଉ କରି ରାସ୍ତା ମଝିରେ ବାବୁସାନଙ୍କ ସହିତ ଝଗଡା କରିବା ସହ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଜଣଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିବା ସୂଚନା ମିଳିଛି ।

ଏକ କାର୍‌ରେ ବାବୁସାନଙ୍କ ସହିତ ପ୍ରକୃତି ମିଶ୍ର ଥିବା ସମୟରେ ତାଙ୍କୁ ତାଙ୍କ ଧର୍ମପତ୍ନୀ ରାସ୍ତା ମଝିରେ ମାଡ଼ ମାରିଛନ୍ତି । କୁହାଯାଉଛି ଯେ, କିଛି ଦିନ ଧରି ବାବୁସାନ ଘରକୁ ଫେରି ନଥିଲେ, ଏହି କାରଣରୁ ତାଙ୍କ ସ୍ତ୍ରୀ କିଛି ଲୋକଙ୍କ ସହିତ ମିଶି ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲେ । ଏବଂ ରାସ୍ତା ମଝିରେ ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ।

Get real time updates directly on you device, subscribe now.