fbpx
BSKY SKY
BSKY SKY

ନିର୍ଯାତନା ମାମଲାରେ ସବଇନ୍ସପେକ୍ଟର ନିଲମ୍ବିତ

BSKY

ରାଉରକେଲା,୧୭ ।୨(ଓଡିଶା ଭାସ୍କର): ରାଉରକେଲା ନାବାଳକକୁ ଥାନାରେ ନିର୍ଯାତନା ମାମଲାରେ ସବଇନ୍ସପେକ୍ଟର ମାନସ ନାଏକଙ୍କୁ ନିଲମ୍ବିତ କରିଛନ୍ତି ଏସପି । ଉଦିତନଗର ଥାନାର ସବ ଇନ୍ସପେକ୍ଟର ହେଉଛନ୍ତି ମାନସ ନାଏକ । ସବ ଇନ୍ସପେକ୍ଟରଙ୍କୁ ହ୍ୟୁମାନ ରାଇଟ କମିସନରଙ୍କ ନିକଟରେ ହାଜର ହେବାକୁ ନୋଟିସ ଦିଆଯାଇଛି । ମାନସ ନାଏକଙ୍କ ସମେତ ୨ ହୋମଗାର୍ଡଙ୍କୁ ନୋଟିସ ପଠାଯାଇଛି । ମୋବାଇଲ ଚୋରି ମାମଲାରେ ନାବାଳକକୁ ମାଡ ମାରିଥିଲେ ।

Get real time updates directly on you device, subscribe now.