fbpx

‘ସୁଦକ୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁନ୍ଦରଗଡ,୨ ।୨(ଓଡିଶା ଭାସ୍କର): ସୁନ୍ଦରଗଡରେ ‘ସୁଦକ୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ସୁଦକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । କାର୍ଯ୍ୟକ୍ରରେ ନିଯୁକ୍ତି ପାଇଁ ମାଗଣା ତାଲିମ ଦିଆଯିବ । +୨ ଓ +୩ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ । ସୁନ୍ଦରଗଡ, ରାଉରକେଲା ଓ ବଣାଇରେ ଏହାର ତାଲିମ ଦିଆଯିବ । କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.