ଚିନ୍ତାରେ ବୈଜ୍ଞାନିକ, ସୂର୍ଯ୍ୟର ସୁପରଫ୍ଲେୟର ହେଉଛି ପ୍ରଖର, ଜାଲିଦେବ…

ନୂଆଦିଲ୍ଲୀ- ସୂର୍ଯ୍ୟ କିରଣରେ ପୃଥିବୀ ଆଲୋକିତ ହୁଏ । ପୃଥିବୀବାସୀ ଗରମ ଅନୁଭବ କରନ୍ତି । ଜୀବଜଗତ ବଞ୍ଚିବାରେ ସୂର୍ଯ୍ୟ ଆଧାର । କିନ୍ତୁ ସୂର୍ଯ୍ୟରୁ ବାହାରୁଥିବା ବଡ ଶକ୍ତି ଉତ୍ସର ତରଙ୍ଗ ପୃଥିବୀ ପାଇଁ ବଡ ସମସ୍ୟା ହେବାକୁ ଯାଉଛି । ଏହାକୁ ସୌର ସୁପରଫ୍ଲେୟର କୁହାଯାଏ ।

ବୈଜ୍ଞାନିକ ଏହି ସୁପର ଲେୟରର ଅଧ୍ୟୟନ କରି ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ଆଗରୁ ବୈଜ୍ଞାନିକ ଭାବୁଥିଲେ ସୂର୍ଯ୍ୟରୁ ବାହାରୁଥିବା ଏହି ତରଙ୍ଗ ଏକ ହଜାର ବର୍ଷରେ ଥରେ ବାହାରିଥାଏ । କିନ୍ତୁ ନିକଟରେ ଗବେଷଣାରୁ ଜଣାପଡିଛି କି, ଅନ୍ତରୀକ୍ଷରେ ଏହି ଘଟଣା ଏମିତି ହେଉଛି । ସୂର୍ଯ୍ୟର ସୁପରଫ୍ଲେୟର ଆମ ଦ୍ୱାରା ବ୍ୟବହାର ହେଉଥିବା ସାଟେଲାଇଟ, ଜିପିଏସ ଓ ପାୱାର ଗ୍ରେଡ ପରି ଜ୍ଞାନ କୌଶଳ ପାଇଁ ହେଉଛି । ଆଉ ଏହି ସୌର ଜ୍ୱାଳା ଗୋଟିଏ ଥରରେ ସବୁ ଟେକ୍ନୋଲୋଜିକୁ ନଷ୍ଟ କରିଦେଇପାରିବ ।

ସୂର୍ଯ୍ୟରୁ ବାହାରୁଥିବା ଉର୍ଜାର ବିସ୍ଫୋଟରୁ ହେଉଛି, ଯେଉଁଥିରେ ସୂର୍ଯ୍ୟ ଖୋଲା ଅନ୍ତରୀକ୍ଷରେ ନିଷ୍କାସିତ କରିଥାଏ । ସୂର୍ଯ୍ୟର ମାମୁଲି ଜ୍ୱାଳା ରେଡିଓ ସିଗନାଲ ବା ଜିପିଏସ ସେବାକୁ ନଷ୍ଟ କରିଦେବ । ସୂର୍ୟ୍ୟଙ୍କର ଛୋଟ ସ ବକ୍ସ ର ପ୍ରଜ୍ୱଳନ ପୃଥିବୀରେ ଅନେକ ଅସ୍ଥାୟୀ ସମସ୍ୟା ସୃଷ୍ଟି କରେ । କିନ୍ତୁ ଏକ ସୁପରଫ୍ଲେର୍ ଅତ୍ୟନ୍ତ ବିନାଶକାରୀ ହୋଇପାରେ । ଯାହା ମହାକାଶରେ ଉପଗ୍ରହଗୁଡ଼ିକୁ ନଷ୍ଟ କରିପାରେ ଏବଂ ପାୱାର୍ ଗ୍ରୀଡ୍ ବନ୍ଦ କରିପାରେ । ଏହା ବ୍ୟତୀତ ଏହା ସମଗ୍ର ବିଶ୍ୱରେ ଯୋଗାଯୋଗ ମାଧ୍ୟମକୁ ମଧ୍ୟ ନଷ୍ଟ କରିପାରେ ଏବଂ ଏହି ସମସ୍ୟା ଅନେକ ଦିନ, ସପ୍ତାହ କିମ୍ବା ଏପରିକି ମାସ ପର୍ୟ୍ୟନ୍ତ ରହିପାରେ । ଯେଉଁଥିପାଇଁ ଲୋକଙ୍କ ଦ ୟବଚ୍ଚ ନନ୍ଦିନ ଜୀବନରେ ସମସ୍ୟା ଉପୁଜିପାରେ ।