CHARIDHAM
Browsing Tag

babar azam

(Video) ବାବର ହରାଇବେ ଅଧିନାୟକ ପଦ: ବିଶ୍ୱକପରୁ ବିଦା ହେବା ପରେ ହେବ କି ପୁରୁଣା ପାଠର ପୁନରାବୃତ୍ତି?

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ବିଶ୍ୱ ଟ୍ରଫି ସ୍ୱପ୍ନକୁ ଭାଙ୍ଗି ଦେଇଛି ଆମେରିକା । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଦଳର ମନୋବଳ ଭାଙ୍ଗି ଦେଇଥିଲା । ଏହାପରେ ବର୍ଷା ମଧ୍ୟ ପକ୍ ସେନା ଉପରେ ଦାଉ…

(Video) ନିଜ ଦଳର ପୂର୍ବତନ ଖେଳାଳିଙ୍କୁ କଡ଼ା ଜବାବ ଦେଲେ ବାବର; ଗୋଟିଏ ଓଭରରେ ମାରିଲେ ୪ଛକା 

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପୂର୍ବରୁ ବାବର ଆଜମ ଭଲ ଫର୍ମରେ ନଜର ଆସୁଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପାକିସ୍ତାନ ଅଧିନାୟକ ବାବର ଆଜମ୍ ସର୍ବାଧିକ ସ୍କୋର କରିଥିଲେ। ମହମ୍ମଦ ରିଜୱାନ…

(Video) ବଦଳିଗଲା ପାକିସ୍ତାନର Team Combination: ଆଫ୍ରିଦିଙ୍କୁ ବିଦାୟ, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଏକ ବଡ଼ ଦ୍ୱନ୍ଦ୍ୱରେ ଫସି ରହିଛି ପାକିସ୍ତାନ କ୍ରିକେଟ ଟିମ୍ । ଦଳ ପାଇଁ କୋଚ୍ ପଦ ଏବେ ବି ଫାଙ୍କା ରହିଥିବା ବେଳେ ପୁଣିଥରେ ଅଧିନାୟକ ପଦକୁ ନେଇ ଏକ୍ସପେରିମେଣ୍ଟ କରୁଛି…

ବାବରଙ୍କ ଇସ୍ତଫା ପରେ PCB ଘୋଷଣା କଲା ୨ ନୂତନ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା ଦାଇତ୍ୱ

ନୂଆଦିଲ୍ଲୀ; ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶାନ ମାସୁଦଙ୍କୁ ଟେଷ୍ଟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଥିବାବେଳେ ଯୁବ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କୁ ଜାତୀୟ ଟି -୨୦ ଦଳର ଅଧିନାୟକତ୍ୱ ପ୍ରଦାନ…

ବିଶ୍ୱକପକୁ ନେଇ ପାକିସ୍ତାନରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ନିରାଶଜନକ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ । ୯ ମ୍ୟାଚରୁ ୪ଟି ବିଜୟ ସହ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଯାତ୍ରା ଶେଷ କରିଛି ବାବର ସେନା । ଏହାପରେ…

ପାକ୍ ଅଧିନାୟକ ବାବର ଆଜମଙ୍କୁ ସମର୍ଥନ କଲେ ଭାରତର ବିଶ୍ୱକପ ବିଜେତା କପିଲ ଦେବ

ଓଡିଶା ଭାସ୍କର: ବିଶ୍ୱକପ-୨୦୨୩ର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ବାବର ସେନା । ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାସ୍ତ…

World Cup ପରେ ବଡ଼ ନିଷ୍ପତ୍ତି ନେବେ ଅଧିନାୟକ! ନେତୃତ୍ୱ ପଦରୁ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ସବୁଠାରୁ ସଫଳ ଦଳ ରହିଛି ଭାରତୀୟ କ୍ରିକେଟ ଟିମ । ରୋହିତଙ୍କ ନେତୃତ୍ୱରେ ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ୮ଟି ମ୍ୟାଚ ଖେଳିଥିବା ବେଳେ ରୋହି୍ତ…

World Cup-2023 ସେମି ଫାଇନାଲରେ ସୁଯୋଗ ପାଇବ କି ପାକିସ୍ତାନ? କାଳ ସାଜିଲା ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚିସାରିଛି । ସେମି ଫାଇନାଲ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୩ଟି ସ୍ଥାନ ପକ୍କା କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଦଳ ପାଇଁ…

(Video) ମ୍ୟାଚ ହାରିବା ପରେ ବିରାଟଙ୍କ Jersey ନେଇଗଲେ ବାବର: କାହିଁକି ଏପରି କଲେ ପାକିସ୍ତାନ ଅଧିନାୟକ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଏକ ସହଜ ବିଜୟ ହାସଲ କରି ନେଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଲଗାତାର ତୃତୀୟ ବିଜୟ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ମାତ୍ ଦେବା ପରେ…

Ind vs Pak; ଅର୍ଦ୍ଧଶତକ ସହ ଇତିହାସ ସୃଷ୍ଟି କଲେ ବାବର ଆଜମ: ନୂଆ ରେକର୍ଡର ଅଧିକାରୀ ହେଲେ ପାକ୍ ଅଧିନାୟକ

ଗୁଜୁରାଟ: ବିଶ୍ୱକପରେ ଭାରତ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚରେ ଫେଲ ମାରିଛି ପାକିସ୍ତାନର ବ୍ୟାଟିଂ ଅର୍ଡର । ଭାରତର ବୋଲିଂ ଆଟାକକୁ ସାମ୍ନା କରିବାରେ ବିଫଳ ହେବାରୁ ମାତ୍ର ୧୯୧ ରନରେ ଦଳ ଅଲଆଉଟ ହୋଇଛି । ଫଳରେ ଭାରତକୁ…