Browsing Tag

@BJD @BJP @congress

ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଆଗୁଆ: ବିଜେପି ୧୫ଟିରେ ଆଗୁଆ, ବିଜେଡି ୨ଟିରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫…

ପୁଣି ବିଜେଡିକୁ ଏକ ବଡ଼ ଝଟକା, ଦଳ ଛାଡିଲେ ଆଉ ଜଣେ ନେତା

ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଅଛି। ହେଲେ ଏହା ପୂର୍ବରୁ ବିଜେଡିକୁ ଲାଗିଛି ଏକ ବଡ଼ ଝଟକା । ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ।…

BIG BREAKING: ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିସ୍କୃତ ହେଲେ ସୁରେଶ ରାଉତରାୟ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତି ଆସିଲା ଏକ ବଡ଼ ଖବର । କଂଗ୍ରେସରୁ ବହିସ୍କୃତ ହେଲେ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ତାଙ୍କୁ ଆସନ୍ତା ୬ ବର୍ଷ ପାଇଁ ଦଳ ବହିସ୍କୃତ କରିଥିବା ନେଇ ସୂଚନା…

ଏଥର ବାରବାଟୀ-କଟକ ଆସନରୁ ମୋକିମଙ୍କ ବଦଳରେ ପ୍ରାର୍ଥୀ ହୋଇପାରନ୍ତି ବଡ଼ ଝିଅ ସୋଫିଆ

ଓଡ଼ିଶା ଭାସ୍କର: ସରଗରମ ହୋଇଛି ବାରବାଟୀ-କଟକ ରାଜନୀତି। କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଏଥର ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବଦଳାଇବାକୁ ଯାଉଛନ୍ତି। ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ଛାଡି ବିଜେଡିରେ…

ରାଜ୍ୟର ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଓଡ଼ିଶା ଭାସ୍କର: ବିଜେପି, ବିଜେଡି ପରେ ଏବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ଦଳ ଆଜି ରାଜ୍ୟର ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପିସିସି ସଭାପତି ଶରତ…

ଆଜି ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି, ସନ୍ଧ୍ୟା ୬ରେ ଦିଲ୍ଲୀରେ ବସିବ CEC ବୈଠକ

ଓଡ଼ିଶା ଭାସ୍କର: ଆଜି ଘୋଷଣା ହୋଇପାରେ ଓଡ଼ିଶା ବିଜେପି ପ୍ରାର୍ଥୀ ତାଲିକା। ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ବସିବାକୁ ଥିବା ବିଜେପିର CEC ବୈଠକରେ କିଛି ପ୍ରାର୍ଥୀଙ୍କ ନାଁରେ ଲାଗିବ ମୋହର। ଆଜି ଓଡ଼ିଶା ସମେତ ୯ରୁ ଅଧିକ…

ନିର୍ବାଚନ ପୂର୍ବରୁ ଶାସକ ବିଜେଡିକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ପୁଣି ଶାସକ ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳରୁ ଛାଡିଲେ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।…

ବିଜେଡି-ବିଜେପି ମେଣ୍ଟରେ କଂଗ୍ରେସକୁ ମିଳିବ କେଉଁ ଫାଇଦା?

ଓଡ଼ିଶା ଭାସ୍କର: ପୁଣିଥରେ ବିଜେଡି ଓ ବିଜେପି ମଧ୍ୟରେ ହୋଇପାରେ ମହାମେଣ୍ଟ। ଏନେଇ ବର୍ତ୍ତମାନ ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ଯଦି ଆସନ ଭାଗବଣ୍ଟା ଠିକ୍ ହୋଇଗଲା ତାହେଲେ ମେଣ୍ଟ ହେବା ନେଇ କୌଣସି…

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଲା ଏଆଇସିସି

ଓଡ଼ିଶା ଭାସ୍କର: ଗୋଟିଏ ପଟେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ନିର୍ବାଚନ ପରିଚାଳନା ନେଇ କଂଗ୍ରେସ କରୁଛି ସ୍ୱତନ୍ତ୍ର ରଣନୀତି। ଏଥିପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ…

ନିର୍ବାଚନ ପାଇଁ ବିଜେପି ଖେଳିବ ମାଷ୍ଟର ଷ୍ଟ୍ରୋକ୍: ଗୁରୁବାର ଦିନ ହେବ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା!

ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର…