fbpx
BSKY SKY
BSKY SKY
Browsing Tag

Breaking News

(Video) ଶତକବୀର ଶୁଭମନ: ଶତକ ସହ ଟେଷ୍ଟ କ୍ରିକେଟରେ ଫର୍ମକୁ ଫେରିଲେ ଗିଲ୍

ନୂଆଦିଲ୍ଲୀ: ଅନେକ ସଂଘର୍ଷ ପରେ ଟେଷ୍ଟ କ୍ରିକେଟରେ ନିଜର ଦମ୍ ଦେଖାଇଛନ୍ତି ଶୁଭମନ ଗିଲ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ…

Big Breaking; କୁହୁଡ଼ି ପାଇଁ ବଡ଼ ଧରଣର ଦୁର୍ଘଟଣା: ବୋଲେରୋ-ଟ୍ରକ ଧକ୍କାରେ ୮ ଗୁରୁତର

ବୌଦ୍ଧ: ଆଜି ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହା ଫଳରେ ରାସ୍ତାରେ ଯାତାୟତ ସମସ୍ୟା ମଧ୍ୟ ପ୍ରଭାବିତ ହୋଇଛି । ଏହି କୁହୁଡ଼ି ଯୋଗୁଁ ବୌଦ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା…

ସାବଧାନ୍! ଆଗକୁ ଆସୁଛି ପ୍ରବଳ ବର୍ଷା: Alert ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି ପାଣିପାଗ । ପ୍ରବଳ ଥଣ୍ଡାରୁ ଏବେ ମୁକ୍ତି ପାଇଛନ୍ତି ଦେଶବାସୀ । ଦୋରେ ବର୍ତ୍ତମାନ ତାପମାତ୍ରାରେ ବୃଦ୍ଧି ରେକର୍ହ କରାଯାଇଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ…

ଟ୍ୱିନ ସିଟିରେ ଘନ କୁହୁଡ଼ି: ସକାଳୁ ସକାଳୁ ଦେଖାଯାଉନି ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଭୋରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷ କରି ଟ୍ୱିନ ସିଟିରେ କୁହୁଡ଼ିର ପରିମାଣ ଖୁବ ଅଧିକ ରହିଥିବା ଅନୁମାନ କରାଯାଉଛି । ରାସ୍ତା ଠିକ ଭାବରେ ଦେଖା ଯାଉ ନଥିବା ବେଳେ…

(Video) ଓଡ଼ିଶାକୁ ମିଳିଲା ୭୦ ହଜାର କୋଟି ଟଙ୍କାର ଉପହାର… ସାରା ରାଜ୍ୟରେ ମୋଦୀ ଲହର

ସମ୍ବଲପୁର: ଦୀର୍ଘ ଦିନ ପରେ ଓଡ଼ିଶା-ସମ୍ବଲପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ପହଞ୍ଚି ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଜଷ୍ଟିସ ଚକ୍ରଧାରୀ ଶରନ ସିଂ ହେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଓଡ଼ିଶା ଭାସ୍କର: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ନେଇ ଆଜି କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ…

Big Breaking; ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ସୂଚନା କମିଶନର ପଦରେ ହୋଇଛି ପରିବର୍ତ୍ତନ । ନୂଆ ସୂଚନା କମିଶନର ଭାବରେ ଜଗନ୍ନାୟଥ ରଥ ଦାୟିତ୍ୱ ନେଇଛନ୍ତି । ତେବେ ଜଗନ୍ନାଥଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର…

Big Breaking; ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲ: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସର୍ବବୃହତ୍ ବସ୍ ଷ୍ଟାଣ୍ଡ ବରମୁଣ୍ଡାକୁ ମିଳିବ ନୂଆ ରୂପ । ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଲୋକାର୍ପଣ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହି ନୂଆ…

Big Breaking; ଗାଡ଼ି ଚଳାଇବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ: ବସ୍ ଭିତରେ ଥିଲେ ୫୦ ପର୍ଯ୍ୟଟକ…

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଯାଇଛି ଏକ ବିରାଟ ବଡ଼ ଅଘଟଣ । ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ୫୦ ଜଣ ଯାତ୍ରୀଙ୍କୁ ଗାଡ଼ିରେ ନେଇ ଫେରୁଥିବା ବେଳେ ଏଭଳି…

ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୯ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆତତାୟୀର ଆଖିବୁଜା ଗୁଳିମାଡ଼ରେ ଚାଲିଯାଇଛି ୯ ଜଣଙ୍କ ଜୀବନ । ଦକ୍ଷିଣ ପୂର୍ବ ଇରାନ୍ ସୀମାରେ ଏଭଳି ଏକ ଭୟାନକ କାଣ୍ଡ ଘଟିଯାଇଛି । ସୀମାରେ ପଶି ହଠାତ୍ ଆତଙ୍କ ସୃଷ୍ଟି କରିଛି ଆତତାୟୀ । ବିନା କାରଣରେ…