fbpx
BSKY SKY
BSKY SKY
Browsing Tag

Breaking News

ରୋହିତଙ୍କ ପରେ ଜାଡେଜା ଶୋ’: ଆହତରୁ ଫେରି ଦମଦାର ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମଦାର ବ୍ୟାଟିଂର ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟର । ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏକ…

Breaking News; ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା: ଉତ୍ସବ ପୂର୍ବରୁ ଲାଗିଲା କଟକଣା

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । କିନ୍ତୁ ଏହି ମେଳା ପୂର୍ବରୁ ଏହାର ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଏଥରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନକୁ ବାରଣ…

ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବାରିପଦା: ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ ଅସୁସ୍ଥ ଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ କଥାବାର୍ତ୍ତା କରୁ ନଥିବା ବେଳେ ଅବସ୍ଥା ଗୁରୁତର…

ଏକ୍ସପ୍ରେସ-ୱେରେ ଚଳନ୍ତା ବସରେ ଲାଗିଲା ନିଆଁ: ୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଏକ୍ସପ୍ରେସ-ୱେରେ ଯିବା ସମୟରେ ଏକ ଚଳନ୍ତା ବସରେ ଭୟାନକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ସମୟରେ ଆଉ ଏକ କାର୍ ବସକୁ ପଛ ପଟୁ ଧକ୍କା ଦେଇଛି । ଚାହୁଁ ଚାହୁଁ ଉଭୟ ବସ୍ ଏବଂ କାର୍ ନିଆଁରେ ହୁତୁହୁତୁ…

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥି ଘୋଷଣା କଲା BJP, ୧୪ ଜଣଙ୍କ ନାଁ ସାମିଲ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜର ପ୍ରାର୍ଥି ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ୧୪ ଜଣଙ୍କା ନାଁ ସାମିଲ କରିଛି ବିଜେପି । ବିହାର, ଛତିଶଗଡ଼, ହରିୟାଣା, ୟୁପି ଆଦି ରାଜ୍ୟରୁ…

Big Breaking… ଭାରତକୁ ‘ଫାଇନାଲ’ ଟାର୍ଗେଟ: ବିଶ୍ୱକପ୍ ଟ୍ରଫିରୁ ୨୫୪ ରନ୍ ଦୂରରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଅଣ୍ଡର-୧୯ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ବିଜୟ ଲକ୍ଷ୍ୟ ଦେଇଛି । ଭାରତର ଦମଦାର ବୋଲିଂ ପରେ ମଧ୍ୟ ହରଜାସ…

Breaking News; ପୁଣି ବାହାନଗା ପରିସ୍ଥିତି: ଗୋଟିଏ ଟ୍ରାକରେ ୩ଟି ଟ୍ରେନ…..ବଞ୍ଚାଇଦେଲେ ବାବା ଲିଙ୍ଗରାଜ…

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ସେହି କାଳରାତିକୁ ଆଜି ପର୍ଯ୍ୟନ୍ତ କେହି ଭୁଲି ପାରିନାହାନ୍ତି । ଏହାପରେ ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ବିରାଟ ଟ୍ରେନ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱରର…

ମୁଖ୍ୟମନ୍ତ୍ରୀ କଳାକାର ଯୋଜନା: ସାମିଲ ହେବେ ଆଉ ୩୦ ହଜାର କଳାକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଳାକାରଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ରାଜ୍ୟର ବିଭିନ୍ନ କଳାକାର । ଏହି ଯୋଜନାରେ ଆଉ ୩୦…

Big Breaking; ଘାଟି ଉପରୁ ଓଲଟିଲା ଭ୍ୟାନ: ୬୦ ଯାତ୍ରୀରୁ ୧୫ ଜଣ ଗୁରୁତର

ଲକ୍ଷ୍ମୀପୁର: କାକିରିଗୁମ୍ମା ଥାନା ଅନ୍ତର୍ଗତ ଉପରମିଟିଂ ପାହାଡ଼ରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଭ୍ୟାନଟି ଖସି ପଡ଼ିଥିବା ଜାଣିବାକୁ ମିଳିଛି । ଭ୍ୟାନଟି ପାହାଡ଼ର ପ୍ରାୟ…

ବିଧାନସଭା ବଜେଟରେ ଓଡ଼ିଶାର ବଡ଼ ଲକ୍ଷ୍ୟ: ଡିସେମ୍ବର ସୁଦ୍ଧା ରାଜ୍ୟର ସହରାଞ୍ଚଳ ହେବ ବସ୍ତିମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟବାସୀଙ୍କ ପାଇଁ ଏଥିରେ ବିଭିନ୍ନ ଯୋଜନା ସାମିଲ ହେବାକୁ ଯାଉଛି । ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ…