fbpx
BSKY SKY
BSKY SKY
Browsing Tag

Breaking News

Big Breaking… ୧୫ ଦିନ ସାମୟିକ ଛୁଟିକୁ ମଞ୍ଜୁରୀ: ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀଙ୍କୁ ବାର୍ଷିକ ୧୫ ଦିନର ସାମୟିକ ଛୁଟିକୁ ସରକାର ମଞ୍ଜୁରୀ ପ୍ରଦାନ…

ଘୋଷଣା ହେଲା ‘ସାହିତ୍ୟ ଭାରତୀ ସମ୍ମାନ’: ସାହିତ୍ୟିକ ଅର୍ଚ୍ଚନା ନାୟକଙ୍କୁ ବିଳିବ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ଭାରତୀ ସମ୍ମାନ ପାଇଁ ଘୋଷଣା ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଅର୍ଚ୍ଚନା ନାୟକଙ୍କୁ ‘ସାହିତ୍ୟ ଭାରତୀ ସମ୍ମାନ’ ପୁରସ୍କାର ପ୍ରଦାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ଗଙ୍ଗାଧର ରଥ…

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଭାରତର ନିର୍ବାଚନ ଆୟୋଗରେ…

ଲୋକସଭା ନିର୍ବାଚନ ୨୦୨୪: ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନକୁ ନେଇ ସାମ୍ନା ଆସିଛି ଏକ ବଡ଼ ଖବର। ବିଜେପି ପରେ କଂଗ୍ରେସ ଘୋଷଣା କରିଛି ନିଜର ପ୍ରଥମ ପ୍ରାର୍ଥୀ ତାଲିକା। ତେବେ ଏହି ପ୍ରଥମ ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି…

ଚଣ୍ଡିଖୋଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ୨୦ ହଜାର କୋଟି ପ୍ରକଳ୍ପ ଭେଟି

ଚଣ୍ଡିଖୋଲ: ଯାଜପୁର ଚଣ୍ଡିଖୋଲ ସଭାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଣ୍ଡିଖୋଲ ସଭାରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି…

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଦେଲେ ଯବାନ୍: DRDO ଅଫିସ ପରିସରରେ ଆତ୍ମହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ୍ । କିଆରବାଙ୍କ ସ୍ଥିତ ଡିଆରଡିଓ ଅଫିସ ପରିସରରେ ଆତ୍ମହତ୍ୟା କରିଛନ୍ତି ଭାରତୀୟ ସୈନିକ । ତାମିଲନାଡୁର ଯବାନ୍ ରାଜେଶ କରନ୍ ନିଜ ସର୍ଭିସ…

କେନ୍ଦ୍ରାପଡା: ଡାକ୍ତରଖାନାରେ ଅଗ୍ନିକାଣ୍ଡ

ଓଡ଼ିଶା ଭାସ୍କର: କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଡାକ୍ତରଖାନାରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ହେବା ଫଳରେ ଡାକ୍ତରଖାନାର ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏହାର ଖବର ପାଇ ଘଟଣାସ୍ଥଳରେ…

ବଡ଼ ଖବର; IPS ସ୍ତରରେ ଅଦଳବଦଳ: ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇପିଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପକ କୁମାର ପୂର୍ବାଞ୍ଚଳ ଆଇଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ସତ୍ୟବ୍ରତ ଭୋଇଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ପଦବୀ ପ୍ରଦାନ…

BIG BREAKING: ୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ଓଡ଼ିଶା ଭାସ୍କର: ୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି। ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‍ର…

ଆଜିଠୁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନିଆ ଗସ୍ତରେ ମହାମହିମ

ଭୁବନେଶ୍ୱର: ଦେଶର ରାଷ୍ଟ୍ରପତି ତଥା ଓଡ଼ିଆ ମାଟିର ଗର୍ବ ଗୌରବ ରାଷ୍ଟ୍ରପତି ଆଜି ନିଜ ରାଜ୍ୟ ଅଭିମୁଖେ ଆସୁଛନ୍ତି । ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ୪ ଦିନ…