fbpx
Browsing Tag

Breaking News

ପ୍ରକୃତି ନିଆଁରେ ଜଳୁଛି ଭୁବନେଶ୍ୱର: ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରକୃତିର ଭୟଙ୍କର ନିଆଁ ଜଳୁଛଇ । ଦିନର ତାପମାତ୍ରା ଭୁବନେଶ୍ୱରକୁ ସବୁଠୁ ଉତ୍ତପ୍ତ ସହର ଭାବରେ ପରିଚୟ ଦେଇଛି । ଆଜି ଦିନ ୨.୩୦ ସୁଦ୍ଧା ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର…

Breaking News; ଭୀଷଣ ନିଆଁରେ ଜଳୁଛି ଚିଲିକା ନଳବଣ: ଜଳଚର ଜୀବ ପ୍ରଭାବିତ

ଟାଙ୍ଗୀ: ଚିଲିକା ନଳବଣରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ହୁତୁ ହୁତୁ ହୋଇ ନିଆଁରେ ଜଳୁଛି ଚିଲିକା ନଳବଣ । ଆଖପାଖରେ ଜୋରରେ ପବନ ବହୁଥିବାରୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ଚିଲିକାର କାଳୁପଡ଼ା ଜେଟି…

ଏକା ସାଙ୍ଗରେ ଫାଟିଲା ୧୦-୧୨ ସିଲିଣ୍ଡର: ଭୟାନକ ଅଗ୍ନିକାଣ୍ଡରେ ଜଳୁଛି ୪୧ ଘର

ନୂଆଦିଲ୍ଲୀ: ଗଜିଆବାଦରେ ଘଟିଯାଇଛି ଏକ ଭୟାନକ ଅଗ୍ନିକାଣ୍ଡ । ଏକାସାଙ୍ଗରେ ୧୦ରୁ ଅଧିକ ସିଲିଣ୍ଡର ବ୍ଲାଷ୍ଟ ହେବା ପରେ ନିକଟସ୍ଥ ପ୍ରାୟ ୪୧ଟି ଘର ଜଳି ନଷ୍ଟ ହୋଇ ଯାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ…

ମିଛ କହୁଛନ୍ତି କ୍ୟାପ୍ଟେନ ରିଷଭ! DRS ମାଗି ପୁଣି ମନା କରିଦେଲେ ପନ୍ତ: ବିବାଦ ଆରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ୧୪ ମାସ ପରେ ଚଳିତ ଆଇପିଏଲରେ କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ରିଷଭ ପନ୍ତ । ଏହି ସିଜନରେ ସେ ଦମଦାର ବ୍ୟାଟିଂ ଏବଂ ୱିକେଟ କିପିଙ୍ଗ ଦକ୍ଷତା ଦେଖାଇଛନ୍ତି । କିନ୍ତୁ ଅଧିନାୟକ ଭାବରେ ସେ…

ବାବୁସାନ-ଅମ୍ଳାନଙ୍କୁ ମିଳିପାରେ ବଡ଼ ‘ଦାୟିତ୍ୱ’: ନବୀନ ନିବାସରେ ସିନେ ଷ୍ଟାରଙ୍କ ଲମ୍ବା ଲାଇନ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦେଖାଦେଇଛି ଆଉ ଏକ ଟ୍ୱିଷ୍ଟ । ଚିହ୍ନା ଚେହେରାଙ୍କୁ ହରାଇ ଏବେ ଓଡ଼ିଶା ପଲିଟିକ୍ସରେ ବଳ ଗୋଟାଉଛି ବିଜୁ ଜନତା ଦଳ । ଗାଦି ହାତେଇବା ପାଇଁ ନବୀନ ନିବାସରେ ଚାଲିଛି ଚକ୍ରବ୍ୟୁହର…

ସାଢ଼େ ୮ଟାରେ ୩୧ ଡିଗ୍ରୀ ଅତିକ୍ରମ କଲା ଚାନ୍ଦବାଲି: ଉତ୍ତପ୍ତ ସହର ଭାବରେ କଲା ରେକର୍ଡ

ଭୁବନେଶ୍ୱର: ସକାଳୁ ସକାଳୁ ଖରା ତାତିରେ ସିଜୁଛି ସାରା ଓଡ଼ିଶା । ସକାଳ ୮.୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଚାନ୍ଦବାଲିରେ ସବୁଠାରୁ ଅଧିକ ତାପମାତ୍ରା ୩୧.୬ ଡିଗ୍ରୀ…

ବଡ଼ ଖବର; ଖୋର୍ଦ୍ଧାରେ ୧୦.୩୦ ପରେ ସ୍କୁଲ ଛୁଟି: ଅଙ୍ଗନୱାଡ଼ି-ସ୍କୁଲ ପାଇଁ ସମୟ ନିର୍ଘଣ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି ପାଇଁ ସମୟ ସ୍ଥିର କରାଯାଇଛି । ଜିଲ୍ଲାରେ ସମସ୍ତ ସ୍କୁଲରେ ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ ବୋଲି ଘୋଷଣା ହୋଇଛି । ଖୋର୍ଦ୍ଧାର ସମସ୍ତ…

ଆଜି ବାର୍ ଆସୋସିଏସନ୍ ନିର୍ବାଚନ: ୧୫୩ ବାରରେ ମତଦାନ

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବାର୍ ଆସୋସିଏସନ୍ କର୍ମକତ୍ତା ନିର୍ବାଚନ ଅନୁଷ୍ଠିତ ହେଉଛି । ୱାନ ବାର୍ ୱାନ୍ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ ହେବ । ଭୁବନ ଓ କେନ୍ଦ୍ରାପଡ଼ାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ…

ବଡ଼ ଖବର; SCBରେ ଚିକିତ୍ସାଧୀନ ବନ୍ଦୀଙ୍କ ମୃତ୍ୟୁ: ଜେଲରେ ଜୀବନ ହାରିବାକୁ କରିଥିଲେ ଉଦ୍ୟମ

କେନ୍ଦୁଝର: କଟକ ଏସସିବି ମେଡିକାଲରେ ପ୍ରାଣ ହରାଇଛନ୍ତି ଚିକିତ୍ସାଧୀନ ବନ୍ଦୀ । ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି…

(Video) ଆତଙ୍କୀ ଆକ୍ରମଣରେ ୬୦ ଲୋକଙ୍କ ମୃତ୍ୟୁ: କନସର୍ଟ ହଲରେ ପଶି ଆଖିବୁଜା ଗୁଳିମାଡ଼ କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ମସ୍କୋରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଖିବାକୁ ମିଳିଛି । ଋଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ପଶି ଅଚାନକ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୟୁନିଫର୍ମ ପିନ୍ଧି ଆସିଥିବା ଏହି ଆତଙ୍କବାଦୀ ଏହି…