fbpx
BSKY
BJD YOUTH SKY
BJD MS SKY
Browsing Tag

Breaking News

ଆଜି ରାଜ୍ୟସଭା ନିର୍ବାଚନ: ୩ଟି ରାଜ୍ୟର ୧୫ଟି ଆସନ ପାଇଁ ଆଜି ହେବ ମତଦାନ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ୧୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ୩ଟି ରାଜ୍ୟର ମୋଟ ୧୫ଟି ଆସନ ପାଇଁ ମତଦାନ ହେବ । ଆଜି ଉତ୍ତରପ୍ରଦେଶର ୧୦ଟି ଆସନରେ ମତଦାନ ହେବାକୁ ଥିବା ବେଳେ କର୍ଣ୍ଣାଟକରେ ୪ଟି ଏବଂ…

ଗଣିତ ପରୀକ୍ଷାରେ ଧରା ପଡ଼ିଲେ ୫୧ ପରୀକ୍ଷାର୍ଥୀ: କପି କରୁଥିବା ବୋର୍ଡ ତରଫରୁ ସୂଚନା

ଭୁବନେଶ୍ୱର: ମାଟ୍ରିକ ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ମାମଲା ସମାଦାନ ହୋଇନାହିଁ । ସେପଟେ ବୋର୍ଡ କାର୍ଯ୍ୟାଳୟ ତରଫରୁ ଆସିଛି ଏକ ବଡ଼ ଖବର । ଦଶମ ପିଲାଙ୍କ ଗଣିତ ବୋର୍ଡ ପରୀକ୍ଷାରେ କପି କରୁଥିବା ବେଳେ ୫୧…

Big Breaking ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ: ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ମୁମ୍ବାଇ: ବଲିଉଡ ସିନେମାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ଚିକିତ୍ସିତ ଅବସ୍ଥାରେ ରହିଥିଲେ ପଙ୍କଜ । ୭୨ ବର୍ଷ ବୟସରେ ଆଜି ପ୍ରାଣତ୍ୟାଗ କରିଛନ୍ତି ବିଶିଷ୍ଟ…

ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ଓଡ଼ିଶା ଭାସ୍କର: ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଛି। ତେବେ ବିସ୍ଫୋରଣ ପରେ ଗୋଳାବାରୁଦ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ପୁଣି ବୀରତ୍ୱ ଦେଖାଇଲା ‘Indian Air Force’: କମ୍ ସମୟରେ ପୂର୍ବ ସୈନିକଙ୍କୁ ବାୟୁସେନା ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: ଭାରତୀୟ ସେନାର ଅନେକ ବୀରତ୍ୱର କାହାଣୀ ଦେଖିବାକୁ ମିଳେ । ସାହସିକତାର ସହ ଦେଶସେବା କରିବା ସହିତ ଦେଶବାସୀଙ୍କୁ ବିପଦରୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଥାନ୍ତି ଭାରତର ସୁରକ୍ଷାବାହିନୀ ।…

Breaking ଆକ୍ସନ ମୋଡରେ କମିଶନରେଟ ପୋଲିସ: ମଦ୍ୟପ ଡ୍ରାଇଭରଙ୍କୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ…

୧୬ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା: ସରିଲା ପ୍ରଥମ ଦିନର ମାଟ୍ରିକ ବୋର୍ଡ ପରୀକ୍ଷା

ଭୁବାନେଶ୍ୱର: ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଖୁବ୍ ଭଲ ହୋଇଥିବା ପ୍ରକାଶ କରିଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ନେଇ ସେମାନେ ମଧ୍ୟ ବେଶ୍…

Big Breaking; ବିଧାୟକ ସାଲୁଜାଙ୍କୁ ହତ୍ୟା ଧମକ: ସହର ସାରା ଲାଗିଛି ଧମକଭରା ପୋଷ୍ଟର

ଭୁବନେଶ୍ୱର: ଆସନ୍ତା ୧୫ ଦିନ ଭିତରେ ସାଲୁଜାଙ୍କୁ ହତ୍ୟା କରାଯିବ... । ଏଭଳି ମେସେଜ ଲେଖି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳୁଛି ହତ୍ୟା ଧମକ । ସାଲୁଜାଙ୍କୁ ହତ୍ୟା ପାଇଁ ଧମକଭରା ମେସେଜ ଲେଖି ସହରର…

ପ୍ରକାଶ ପାଇଲା CTET ପରୀକ୍ଷା ରେଜଲ୍ଟ: ଏହି ଲିଙ୍କରେ କ୍ଲିକ କରି ଜାଣି ପାରିବେ ଫଳାଫଳ

ସିଟିଇଟି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଜାନୁୟାରୀ ମାସରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟ ctet.nic.inକୁ ଯାଇ ଚେକ୍ କରିପାରିବେ ।…

Big Breaking… ‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଆସନ୍ତାକାଲି ପାଇଁ ‘ଭାରତ ବନ୍ଦ’ ଡାକରା ଦେଇଛି କୃଷକ ସଂଗଠନ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବୃାରୀ ୧୬ ତାରିଖ(ଶୁକ୍ରବାର)କୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । କୃଷକ ସଂଗଠନର ଏହି ଭାରତ ବନଦ…