ଆସନ୍ତାକାଲି ମହିଳା ଫୁଟ୍ବଲ ଦଳର ଫାଇନାଲ ମ୍ୟାଚ; ମଣିପୁର ସହ ଲଢ଼ିବ ଓଡ଼ିଶା
ଓଡିଶା ଭାସ୍କର; ଆସନ୍ତାକାଲି ଓଡ଼ିଶା ମହିଳା ଫୁଟ୍ବଲ ଦଳର ଫାଇନାଲ ମ୍ୟାଚ । ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଓଡିଶା ଓ ମଣିପୁର । ଏଥିପାଇଁ ସମସ୍ତ ରାଜ୍ୟବାସୀ ବେଶ ଉତ୍ସାହିତ…