ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟଗାର୍ଡ ଲିଖିତ ପରୀକ୍ଷାର ପରସେଣ୍ଟାଇଲ ସ୍କୋର ଜାରି ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦର ଲିଖିତ ପରୀକ୍ଷାର ପରସେଣ୍ଟାଇଲ ସ୍କୋର ଜାରି କରାଯାଇଛି ।…