ଷ୍ଟେସନରୁ ମାତ୍ର ୧୫୦ ମିଟର ଦୂରରେ ଲାଇନଚୁତ୍ ହେଲା ଏକ୍ସପ୍ରେସ୍ ଟ୍ରେନ୍, ସମସ୍ତ ଯାତ୍ରୀ ସୁରକ୍ଷିତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନ ନିକଟରେ ଇନ୍ଦୋର- ଜବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଶନିବାର…