fbpx
Browsing Tag

GST

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ୧୮ ତାରିଖରୁ ଦହି, ଲସି ସମେତ ଅନେକ ସାମଗ୍ରୀ ହୋଇଯିବ ମହଙ୍ଗା, ଦେଖନ୍ତୁ ମହଙ୍ଗା-ଶସ୍ତାର ଲିଷ୍ଟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉନସିଲ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖ ପରେ ଅନେକ ସାମଗ୍ରୀ ମହଙ୍ଗା ହୋଇଯିବ । ଆଉ କିଛି ସାମଗ୍ରୀ ପୂର୍ବାପେକ୍ଷା ଶସ୍ତା ଦରରେ ମିଳିବ ।…

ଟ୍ୟାକ୍ସ ଛାଡ଼କୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, GST କାଉନସିଲ ମିଟିଂରେ କ’ଣ ସବୁ ନିଷ୍ପତ୍ତି ନିଆଗଲା ଜାଣନ୍ତୁ

ନୂଆଦିଲ୍ଲୀ: ଚଣ୍ଡିଗଡ଼ଠାରେ ଚାଲିଥିବା ଜିଏସଟି କାଉନସିଲ ମିଟିଂର ଦୁଇଦିନିଆ ବୈଠକ ସମାପ୍ତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା…

ଏପ୍ରିଲରେ ରେକର୍ଡ ସ୍ତରରେ ପହଞ୍ଚିଲା ଜିଏସଟି ସଂଗ୍ରହ, ଭାଙ୍ଗିଲା ନିଜର ସମସ୍ତ ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ଆୟ କରି ଦୃଷ୍ଟିରୁ ଏପ୍ରିଲ ମାସ ସରକାରଙ୍କ ପାଇଁ ଭଲ ରହିଛି। ଜିଏସଟି(ବସ୍ତୁ ଓ ସେବା କର) ସଂଗ୍ରହ ନିଜର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା…

ଜୁଲାଇରେ ବଢିଛି ଜିଏସଟି ପରିମାଣ: ଆଦାୟ ହୋଇଛି ଏତିକି ଲକ୍ଷ କୋଟି

ନୂଆଦିଲ୍ଳୀ: ଜୁଲାଇ ମାସରେ ଦେଶରେ ଜିଏସଟି ଆଦାୟ ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଜୁନ୍ ମାସ ତୁଳନାରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ଅଧିକ ଜିଏସଟି ଆଦାୟ ହୋଇଥିବା ଜଣାପଡିଛି । ଜୁନ ମାସରେ ୯୨ ହଜାର ୮୪୯…

୧୧୫ କୋଟିର ଜିଏସଟି ଠକେଇ: ୧୬ ନକଲି କମ୍ପାନୀ ନାଁରେ ଟ୍ୟାକ୍ସ ଚଳୁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇକୁ ଧରିବାରେ ସଫଳ ହୋଇଛି ଆୟକର ବିଭାଗ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୬୪୧ କୋଟି ଟଙ୍କାର ବ୍ୟବସାୟରେ…