fbpx
Browsing Tag

GST

ପରଟା ଉପରେ ଲାଗିବ ୧୮ ପ୍ରତିଶତ GST: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣ ପରଟା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ପରଟା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ରୁଟି ଓ ପରଟା ଦୁଇଟି ଅଲଗା ଜିନିଷ । ଏହି ଦୁଇ ସାମଗ୍ରୀ ଉପରେ…

ଘର ଭଡ଼ାରେ ରହିଲେ ଲାଗିବ ୧୮ ପ୍ରତିଶତ GST! ଜାଣନ୍ତୁ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ସାରା ଦେଶରେ ଏବେ ଖୁବ ଚର୍ଚ୍ଚା ଜାରି ରହିଛି । କେନ୍ଦ୍ର ସରକାର ଗତ ମାସ ୧୮ ତାରିଖରେ ନୂଆ ଜିଏସଟି ନିୟମ ଲାଗୁ କରିଥିଲେ । ଯଦି ଆପଣ କୌଣସି ରେସିଡେନ୍ସିଆଲ…

ଗଣିତ ଜମା ବୁଝି ହେଉନି: ଦହି ଉପରେ ଲାଗୁ ହେଲା ୫ ପ୍ରତିଶତ GST, ୧୦ ଟଙ୍କିଆ ଦହିର ମୂଲ୍ୟ ଏବେ ବଢ଼ି ୧୫ ଟଙ୍କା ହେଲା

ନୂଆଦିଲ୍ଲୀ: ଗତ ମାସରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ପ୍ୟାକେଡ୍ ସାମଗ୍ରୀକୁ ଜିଏସଟି ଅଧୀନକୁ ଆଣିଥିଲେ । ଜୁଲାଇ ୧୮ ତାରିଖରେ ସାରା ଦେଶରେ ଏହା ଲାଗୁ ହୋଇଥିଲା । ପ୍ୟାକେଡ୍ ଦୁଗ୍ଧଜାତ ସାମଗ୍ରୀ ଉପରେ ୫ ପ୍ରତିଶତ…

ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ସମସ୍ତ ଜିନିଷ ଉପରେ ଲାଗିବ ନାହିଁ GST

ନୂଆଦିଲ୍ଲୀ: ଗତ ଜୁନ ମାସ ୨୮ରୁ ୨୯ ମଧ୍ୟରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ନନ ଆଇସିୟୁ ରୁମର ଦୈନିକ ଭଡ଼ା ୫ ହଜାରରୁ ଅଧିକ ହୋଇଥିବ ତା’ ଉପରେ ୫ ପ୍ରତିଶତ ଜିଏସଟି ଲାଗି ନେଇ ବୈଠକରେ ନିଷ୍ପତ୍ତି…

GSTକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କେବେଠାରୁ ଲାଗୁ ହେବ, ସୂଚନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଜିଏସଟିର ଏକ ବଡ଼ ନିୟମ ବଦଳିବାକୁ ଯାଉଛି । ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ନିୟମ…

ଖାଦ୍ୟ ଉତ୍ପାଦରେ କାହିଁକି ଲଗାଗଲା ୫ % ଜିଏସଟି, ରାଜସ୍ୱ ସଚିବ କହିଲେ କାରଣ

ନୂଆଦିଲ୍ଲୀ: ପ୍ୟାକେଟ୍ ସାମଗ୍ରୀ ଏବଂ ଖାଦ୍ୟ ଉତ୍ପାଦ ଉପରେ ମାଲ୍ ଏବଂ ସେବା କର(ଜିଏସଟି) ଟ୍ୟାକ୍ସ ଚୋରି ରୋକିବା ପାଇ ଲଗାଯାଇଛି । ଏହା ଭାରତ ସରକାରଙ୍କ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ସେ କହିଛନ୍ତି ଯେ ଏହି…

(Video) ମିଠା, ଲସି, ଦହି, ରୋଗୀ ଚିକିତ୍ସା ସବୁଥିରେ GST: ତେବେ ମରିବା ଉପରେ କେତେ GST ଲାଗିବ: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଅହି-ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ନିକଟରେ ଶହୀଦ ଦିବସ ରାଲି ଅବସରରେ ଦିଦି କେନ୍ଦ୍ର…

ଏଣିକି ଅନ୍ତିମ ସଂସ୍କାର, ସମାଧି, ମୁର୍ଦାଘର ଆଦି ଶ୍ମଶାନ ସେବାରେ ଲାଗିବ ୧୮ ପ୍ରତିଶତ GST, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ଗତ ୧୮ ତାରିଖ ଠାରୁ ଦେଶରେ ସଂଶୋଧିତ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ହୋଇଛି । ଏହାଫଳରେ ଅନେକ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଥିବା ବେଳେ ଆଉ କିଛି ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । କିଛି ଜିନିଷ ଉପରେ…

ମହଙ୍ଗା ହେବ ଚିକିତ୍ସା ସେବା: ଏମ୍ସ ପ୍ରାଇଭେଟ୍ ଓ୍ଵାର୍ଡରେ ଲାଗିଲା ୫% GST, ଏବେ ଦିନକୁ ଦେବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ: ନିକଟରେ ଡାଲି, ଚାଉଳ, ଚୁଡା, ମୁଢି ଏବଂ ଦହି ପରି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଇଛି। ଏବେ ସରକାରଙ୍କ ନଜର ସ୍ଵାସ୍ଥ୍ୟ କ୍ଷେତ୍ରରୁ ଜିଏସଟି ଆଦାୟ କରିବା ଉପରେ ପଡିଛି। ଫଳରେ ଏମ୍ସ…

ଡାଲି, ଚାଉଳ, ଦହି, ଲସି ଉପରେ କାହିଁକି ଲାଗିଲା ୫ ପ୍ରତିଶତ ଜିଏସଟି: ଲଗାତର ୧୪ଟି ଟ୍ୱିଟ୍ କରି ସଫେଇ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରୁ ପ୍ୟାକେଜଡ ଓ ଲେବଲଯୁକ୍ତ ଦୁଧ, ଦହି, ଡାଲି, ଅଟା ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି । ଏହାଫଳରେ ସାଧାରଣ ଜନତାଙ୍କ…