Breaking News ISIS ଇଣ୍ଡିଆ ମୁଖ୍ୟ ହାରିସ ଫାରୁକୀ ଗିରଫ: ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା Manas Pradhan Mar 20, 2024 ନୂଆଦିଲ୍ଲୀ: ସୁରକ୍ଷା ଏଜେନ୍ସିକୁ ମିଳିଛି ଏକ ବଡ଼ ସଫଳତା । ଆଇଏସଆଇଏସ ଇଣ୍ଡିଆ ମୁଖ୍ୟ ହାରିସ ଫାରୁକୀକୁ ଗିରଫ କରାଯାଇଛି । ଫାରୁକୀ ସହିତ ତା’ର ସାଥୀ ଅନୁରାଗ ସିଂହ ଓରଫ ରେହାନକୁ ମଧ୍ୟ ପୋଲିସ ଗିରଫ କରିଛି ।…