ପାଣିପାଗ କେନ୍ଦ୍ରର ସୂଚନା: ଏପ୍ରିଲ ୧୫ରୁ ଆରମ୍ଭ ହେବ ଗ୍ରୀଷ୍ମ ଲହରୀ, ତାପମାତ୍ରା ପୁଣି ଥରେ ୪୦ ଡିଗ୍ରୀରେ ପହଞ୍ଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ପାଗରେ ପରବର୍ତ୍ତନ ହେବା ସହିତ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ।…