୩୮୦ ଲୋକଙ୍କ ମୃତ୍ୟୁ, ୪୩୦୬ କୋଟିର ସମ୍ପତ୍ତି ନଷ୍ଟ, ବର୍ଷାର ତାଣ୍ଡବ ସବୁ ଛାରଖାର କରିଦେଲା, ପୁଣି ଆଲର୍ଟ ଜାରିକଲା IMD
ହିମାଚଳପ୍ରଦେଶ: ପ୍ରବଳ ବର୍ଷା ତାଣ୍ଡବ ରଚିଲା। ରାସ୍ତା ଘାଟ ସବୁ ବନ୍ଦ ହୋଇଗଲା। ଭୂସ୍ଖଳନ ଓ ବନ୍ୟା ଅନେକ ଜନଜୀବନ ନଷ୍ଟ କରିଦେଲା। କେବଳ ଏତିକିରେ ପ୍ରକୃତିର ତାଣ୍ଡବ ଲୀଳାର ଶେଷ ହୋଇନାହିଁ। ଆହୁରି ପ୍ରବଳ ବର୍ଷା ନେଇ…