Browsing Tag

ipl 2022

ପ୍ଲେ ଅଫର ଦୋଛକିରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀ କହିଲେ- ସ୍କୁଲରେ ବି ଗଣିତରେ ଭଲ ନଥିଲି

ନୂଆଦିଲ୍ଲୀ: କ୍ରିକେଟ୍ ଖେଳ ବେଳେ ବେଳେ ଗଣିତର କଠିନ ପ୍ରଶ୍ନ ପରି ହୋଇଥାଏ। ଯେଉଁଠି ଗୋଟିଏ ଜୟ ଏବଂ ପରାଜୟ ପରେ ଏମିତି ସମୀକରଣ ତିଆରି ହୋଇଥାଏ ଯାହାକୁ ବୁଝିବା ବହୁତ ମୁସ୍କିଲ ହୋଇଥାଏ। ଆଇପିଏଲ ୨୦୨୨ରେ ମଧ୍ୟ…

ଚିନ୍ତାରେ ଦିଲ୍ଲୀ କ୍ୟାପିଟାଲ୍ସ, ରବିବାର ଚେନ୍ନାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ଜଣେ ଖେଳାଳି କରୋନା ପଜିଟିଭ୍

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ରେ ପୁଣି ଥରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ପୁନର୍ବାର କରୋନା ପ୍ରବେଶ କରିଛି। ଦିଲ୍ଲୀ ଦଳର ଜଣେ ଖେଳାଳି ସଂକ୍ରମିତ ଚିହ୍ନଟ…

IPL 2022: ରାଜସ୍ଥାନ ଟିମକୁ ବଡ ଝଟକା, ଘରକୁ ଫେରିଗଲେ ସବୁଠୁ ବଡ ମ୍ୟାଚ୍ ବିଜେତା ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ରେ ରାଜସ୍ଥାନ ରୟାଲ୍ସ ସପ୍ତମ ବିଜୟ ସହ ଆଇପିଏଲ ପ୍ଲେ ଅଫ ଦୌଡରେ ନିଜର ସ୍ଥିତି ଆହୁରି ମଜବୁତ କରିଛି। ଦଳ ଶନିବାର ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬…

ଆଜି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମୁକାବିଲା, ଏମିତି ହୋଇପାରେ ଦୁଇ ଦଳର ପ୍ଲେଇଙ୍ଗ XI

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୨ର ୪୮ତମ ମ୍ୟାଚ୍ ଖେଳାଯିବ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟର ନଜର ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବା ଉପରେ ରହିବ।…

ଫୁଟବଲ୍ ଟିମକୁ ଚିୟର କରୁଥିଲେ ରୋହିତ ଶର୍ମା, କ୍ଷୁବ୍ଧ ପ୍ରଶଂସକ କହିଲେ- ନିଜେ ତ ଆଗେ ଜିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଖରାପ ଅବସ୍ଥା ଦେଇ ଗତି କରୁଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଖେଳିଥିବା ସମସ୍ତ ୮ଟି ମ୍ୟାଚରେ ପରାଜିତ ହୋଇଛି। ଦଳ…

କଣ ଏବେ ବି ପ୍ଲେ ଅଫରେ ପ୍ରବେଶ କରି ପାରିବ ଚେନ୍ନାଇ ସୁପର କିଙ୍ଗ୍ସ ? ଜାଣନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଇତିହାସର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ କ୍ରମାଗତ ଆଠ ପରାଜୟ ସହ ପ୍ରଥମ ଦଳ ଭାବେ ପ୍ଲେଅଫରୁ ବାଦ୍ ପଡି ସାରିଛି। ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିଅନ…

ଟି-୨୦ ଫର୍ମାଟକୁ ‘କ୍ରୁର’ କହିଲେ ସଚିନ ତେନ୍ଦୁଲକର, କାହିଁକି ଏମିତି କହିଲେ ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ: ରେକର୍ଡ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦଳ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ  ମ୍ୟାଚ୍ ଜିତି ପାରି ନାହିଁ। ସାତଟି ଖେଳି ସବୁ ମ୍ୟାଚରେ ଦଳ…

ପନ୍ତଙ୍କ ବୋ ବଲ୍ ବିବାଦରେ ମନେ ପଡିଲେ ଧୋନୀ, ଫ୍ୟାନ୍ସ କହିଲେ- ଗୁରୁ ଯେମିତି ଚେଲା ସେମିତି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ସିଜିନରେ ଚତୁର୍ଥ ପରାଜୟ ଭୋଗିଛି ଦିଲ୍ଲୀ କ୍ୟାପିଟାଲ୍ସ। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ୧୫ ରନରେ ମାତ୍ ଦେଇଛି। ତେବେ ଏହି…

ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ‘କର ବା ମର’, ଲକ୍ଷ୍ନୌ ସହ ମୁକାବିଲା, ଦୁଇ ଦଳର ସମ୍ଭାବିତ ପ୍ଲେଇଙ୍ଗ XI

ମୁମ୍ବାଇ : ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଏ ପର୍ଯ୍ୟନ୍ତ ନୈରାଶ ଜନକ ପ୍ରଦର୍ଶନ କରିଛି। ଦଳ ପାଞ୍ଚଟି ଖେଳି ସବୁ ମ୍ୟାଚରେ ପରାଜିତ ହୋଇଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ଦଳ…

ରୋହିତଙ୍କ ଉପରେ ଛାଇଲା ବାସନ୍ଦର କଳା ବାଦଲ, ଆଉ ଗୋଟିଏ ଭୁଲ୍ ହେଲେ ଦଳରୁ ଛୁଟି !

ନୂଆଦିଲ୍ଲୀ: ଚଳିତ ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏ ପର୍ଯ୍ୟନ୍ତ ଦୁଃସ୍ଵପ୍ନ ପାଲଟିଛି। ଦଳ ପାଞ୍ଚଟି ମ୍ୟାଚ୍ ଖେଳି ସବୁଥିରେ ପରାଜିତ ହୋଇଛି। ଦଳ ଏବେ ମଧ୍ୟ ପ୍ରଥମ ବିଜୟ ସନ୍ଧାନରେ ରହିଛି। ବୁଧବାର ଖେଳାଯାଇଥିବା…