‘୫୦ ହଜାରରେ କ’ଣ ହେବ? ମୋ ପକେଟରୁ ଲକ୍ଷ ଲକ୍ଷ ଖର୍ଚ୍ଚ ହେଉଛି’, କଙ୍ଗନା ରାଣାୱତ ସରକାରୀ ଦରମାରେ ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ବଲିଉଡର ‘କ୍ୱିନ୍’ କଙ୍ଗନା ରାଣାୱତ ଅଭିନୟ ଦୁନିଆରେ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ କଙ୍ଗନା ଭାରତୀୟ ଜନତା ପାର୍ଟୀର ଟିକେଟରେ ହିମାଚଳ ପ୍ରଦେଶର…