ସୁଇମିଂ ପୁଲରେ ଗାଧୋଉଥିଲେ ହୁଅନ୍ତୁ ସତର୍କ, ବ୍ରେନକୁ ଖାଇଯାଉଛି ପୋକ, ୧୯ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଯଦି ଆପଣ ପହଁରିବାକୁ ଯାଆନ୍ତି, ନାଳ, ନଦୀ କିମ୍ବା ପୋଖରୀରେ ପହଁରନ୍ତି, ତେବେ ସତର୍କ ରୁହନ୍ତୁ। ପାଣିରେ ରହୁଥିବା ଏକ ବିଷାକ୍ତ କୀଟ ଲୋକଙ୍କୁ ହତ୍ୟା କରୁଛି। ଏହି କୀଟ ଖୋଲା ଆଖିକୁ ଦେଖାଯାଏ ନାହିଁ।…