୧୪ ବର୍ଷ ଝିଅର ଜୋର ଜବରଦସ୍ତି ବାଲ୍ୟବିବାହ କରିଦେଉଥିଲେ ପରିବାର, ପହଞ୍ଚିଲା ପ୍ରଶାସନ ଆଉ…
ପିପିଲି: ଆଜିକା ଦିନରେ ବି ଚାଲିଛି କୁପ୍ରଥା। ପାଠ ପଢିବା ବୟସରେ ଛୋଟ ଛୋଟ ପିଲାଙ୍କୁ ଚାପ ପକାଇ କରିଦିଆଯାଉଛି ବାହାଘର। ତାହା ପୁଣି ନାବାଳିକା ଥିବା ସମୟରେ।
ଆଜି ଭଳି ଶିକ୍ଷିତ ସମାଜରେ ବି ଏପରି କୁପ୍ରଥା ବଞ୍ଚି…