ଅଶ୍ଲୀଳ ଭିଡିଓ ମାମଲା: ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ୱଲ ରେଭନ୍ନା ଜୁନ୍ ୬ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ
ନୂଆଦିଲ୍ଲୀ: କର୍ଣ୍ଣାଟକ ଅଶ୍ଲୀଳ ଭିଡିଓ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଜେଡିଏସରୁ ନିଲମ୍ବିତ ହୋଇଥିବା ସାଂସଦ ତଥା ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ୱଲ ରେଭନ୍ନା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ…