ଖବର ଭୟଙ୍କର ହିମସ୍ଖଳନ, ୩ ଯବାନ୍ ସହିଦ୍, ଉଦ୍ଦାର କାର୍ଯ୍ୟ ଜାରି Subhasmita Das Sep 9, 2025 ଲଦାଖ୍: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ଥିବା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନର ଏକ ବେସ୍ କ୍ୟାମ୍ପରେ ହିମସ୍ଖଳନର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି।…
ଖବର ମିଆଁମାର ଭୂକମ୍ପ ଘଟଣା, ଏବେବି ମାଟିତଳୁ ବାହାରୁଛି ଶବ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ଯବାନ Subhasmita Das Apr 2, 2025 ମିଆଁମାର: ସେଦିନର ହୃଦୟ ବିଦାରକ ଦୃଶ୍ୟ। ଏବେବି ଆଖି ଆଗରେ ନାଚି ଉଠୁଛି। କିପରି ତାସ ଘର ଭଳି ବଡ଼ ବଡ଼ କୋଠା ଆଖି ପିଛୁଳାକେ ଭାଙ୍ଗି ମାଟିରେ ମିଶିଗଲା। ଆଉ ସେହି ଭଙ୍ଗା କୋଠା ତଳେ ଚାପି ହୋଇ ଚାଲିଗଲା ହଜାର ହଜାର…
Breaking News ବଡ଼ ଧରଣର ବିମାନ ଦୁର୍ଘଟଣା; ଲ୍ୟାଣ୍ଡିଂ ପରେ ହଠାତ ହେଲା ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି Sasmita Jamuda Dec 29, 2024 ସିଓଲ: ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସ୍ଥାନୀୟ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ୍ ୧୭୫ ଯାତ୍ରୀଙ୍କ ସହ ୬ କ୍ରୁ ସଦସ୍ୟ ଥିଲେ ।…
Top Stories ଯାତ୍ରୀବାହୀ ବୋଟକୁ ଧକ୍କା ଦେଲା ନୌସେନାର ସ୍ପିଡ୍ ବୋଟ୍, ୧୩ ମୃତ, ୧୦୧ ଉଦ୍ଧାର Sasmita Jamuda Dec 19, 2024 ମୁମ୍ବାଇ: ବୁଧବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଇଞ୍ଜିନ୍ ପରୀକ୍ଷଣ କରୁଥିବା ସମୟରେ ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ ‘ନୀଲକମଲ’ ନାମକ ଏକ ଯାତ୍ରୀବାହୀ ବୋଟକୁ ଧକ୍କା…
Breaking News ୱାୟନାଡ ଭୂସ୍ଖଳନ: ପଞ୍ଚମ ଦିନରେ ରେସକ୍ୟୁ ଅପରେସନ, ମୃତ୍ୟୁସଂଖ୍ୟା ୩୪୦ ଛୁଇଁଲା, ୨୦୦ ନିଖୋଜ Manas Pradhan Aug 3, 2024 ନୂଆଦିଲ୍ଲୀ: କେରଳର ୱାୟନାଡରେ ଭୀଷଣ ବର୍ଷା କାରଣରୁ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ ଆଜି ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଏହି ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଆଉ ଜଣେ ଏବେ ବି ନିଖୋଜ…
Top Stories ଖୁବ୍ ଶୀଘ୍ର ଉଦ୍ଧାର ହେବେ କେରଳରେ ଫସିଥିବା ଦୁଇ ଓଡ଼ିଆ ପରିବାର, କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡ଼ିଶା ସରକାର Sasmita Jamuda Jul 31, 2024 ଭୁବନେଶ୍ୱର: ନିକଟରେ କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହୋଇଥିଲା । ଫଳରେ ଅନେକ ନଦୀ ଜଳମଗ୍ନ ହେବାରୁ ଅନେକ ଗାଁ ନିଶ୍ଚିହ୍ନ ହୋଇଯାଇଛି । ଅନେକ ଧନ ଜୀବନ ହାନୀ ହୋଇଥିବା ବେଳେ ଏବେବି ଭଗ୍ନାବଶେଷ ତଳେ…
Breaking News ୱାୟନାଡ ଭୂସ୍ଖଳନ: ଦୁଇ ଦିନ ଶୋକ ଘୋଷଣା କଲେ କେରଳ ସରକାର, ମୃତ୍ୟୁ ସଂଖ୍ୟା ୧୪୬କୁ ବୃଦ୍ଧି Sasmita Jamuda Jul 31, 2024 ୱାୟନାଡ: କେରଲର ୱାୟନାଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଅନେକ ଧନ ଜୀବନ ହାନୀ ହୋଇଛି । ବର୍ତ୍ତମାନ ସୁଦ୍ଧା ୱାୟନାଡ ଭୂସ୍ଖଳନରେ ପ୍ରାୟ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଗୋଟିଏ…
Top Stories (Video):ଦିଲ୍ଲୀ କୋଚିଂ ସେଣ୍ଟରରେ ବଡ଼ ଅଘଟଣ; ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟରେ ଭର୍ତ୍ତି ହେଲା ପାଣି, ୩ ଛାତ୍ର ମୃତ Sasmita Jamuda Jul 28, 2024 ନୂଆଦିଲ୍ଲୀ: ଶିନିବାର ବିଳମ୍ବିତ ରାତିରେ ଦିଲ୍ଳୀର ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହେବା ଯୋଗୁଁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ପାଇ…
Top Stories (Video): ଲଦାଖର Mount Kunରୁ ଉଦ୍ଧାର ହେଲା ୩ ସୈନିକଙ୍କ ଶବ; ୯ମାସ ପରେ ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେସନ୍ ସଫଳ Sasmita Jamuda Jul 11, 2024 ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବର ମାସରେ ଲଦାଖ ସ୍ଥିତ ମାଉଣ୍ଟ କୁନ୍(Mount Kun) ହିମସ୍ଖଳନ(Avalanche)ରେ ୩୮ ଜଣ ଭାରତୀୟ ସୈନିକ ଫସି ଯାଇଥିଲେ । ଏହି ଘଟଣା ପରେ ଭାରତୀୟ ସେନା ଦ୍ୱାରା ସର୍ଚ୍ଚ ଅପରେସନରେ ଜଣେ…
Top Stories ଗଙ୍ଗା ଦଶହରା ଦିନ ବଡ଼ ଅଘଟଣ; ମଝି ନଈରେ ଡଙ୍ଗା ବୁଡ଼ିବାରୁ ୬ ଜଣ ନିଖୋଜ, ରେସ୍କ୍ୟୁ ଅପରେସନ ଜାରି Sasmita Jamuda Jun 16, 2024 ପାଟନା: ବିହାର ପାଟନା ଜିଲ୍ଲାରେ ଗଙ୍ଗା ଦଶହରା ଅବସରରେ ବଡ଼ ଅଘଟଣ ଘଟିଛି । ଉମାନାଥ ଘାଟରେ ବୁଡ଼ ପକାଇବାକୁ ଯାଇ ୬ ଜଣ ଶ୍ରଦ୍ଧାଳୁ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି । ଏନଡିଆରଏଫ୍ ଟିମ୍ ଓ ସ୍ଥାନୀୟ ପୋଲିସ ପ୍ରଶାସନ…