ଫଟୋ ଶେୟାର କରିବା ପୂର୍ବରୁ ସାବଧାନ ! ହୋଇପାରନ୍ତି Spyର ଶିକାର, ଏପରି ନଷ୍ଟ କରନ୍ତୁ ପ୍ରମାଣ
ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଅଧିକାଂଶ ଲୋକଙ୍କ ମଧ୍ୟରେ ରହିଛି ସୋସିଆଲ ମିଡିଆର କ୍ରେଜ୍ । ଫୋଟୋ କ୍ଲିକ୍ କରିବା ଏବଂ ଶେୟାର କରିବା ସାଧାରଣ କଥା । କିନ୍ତୁ…