ଇଂଲଣ୍ଡ କ୍ୟାପ୍ଟେନ୍ ଜଶପ୍ରୀତ ବୁମରାଙ୍କୁ ଆହତ କରିବା ପାଇଁ କରିଥିଲେ ଯୋଜନା, ଶୁଭମନଙ୍କ ଭୁଲ ନିଷ୍ପତ୍ତି ପରାଜୟର କାରଣ
ଇଂଲଣ୍ଡ: ଲର୍ଡସ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡଠାରୁ ଭାରତୀୟ ଟିମ ହାରିବା ପରେ ଅନେକ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ଭାରତକୁ ୧୯୩ ଟାର୍ଗେଟ ପୂରା କରିବାକୁ ଥିବାବେଳେ ଟିମ ମାତ୍ର ୧୭୦ ରନ୍ ଯୋଗାଡ଼…