ଟେଷ୍ଟ କ୍ରିକେଟକୁ କେବେ ଫେରିବେ ଋଷଭ? ଦେବାକୁ ପଡ଼ିବ ଅଗ୍ନିପରୀକ୍ଷା… ୩ ୱିକେଟକିପର ଦେବେ ଟକ୍କର
ନୂଆଦିଲ୍ଲୀ: ବିରାଟ ଦୁର୍ଘଟଣାରୁ ସୁସ୍ଥ ହୋଇ ଟିମ ଇଣ୍ଡିଆରେ ଦମଦାର କମବ୍ୟାକ କରିଛନ୍ତି ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଟି-୨୦ ଏବଂ ଦିନିକିଆ ଫର୍ମାଟରେ କମବ୍ୟାକ କରିବା ପରେ ଋଷଭ ନିଜର ପୁରୁଣା ରୂପ…