ନାଇଜେରିଆରେ ବଡ଼ଧରଣର ହିଂସାକାଣ୍ଡ: ୧୬୦ ଜଣଙ୍କର ମୃତ୍ୟୁ, ୩୦୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ନାଇଜେରିଆରୁ ଆସିଛି ଏକ ବଡ଼ ଖବର । ଏକ ଭୟଙ୍କର ହିଂସାକାଣ୍ଡ ଘଟି ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମଧ୍ୟ ନାଇଜେରିଆରେ ଘଟିଥିବା ଏହି ଘଟଣା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନଥିବା ବେଳେ…