fbpx

ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟରଫୋନ ଫିଙ୍ଗିଲେ ତାରା ବାହିନୀପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚେୟାର ଟେକି ଧରିଲେ ତାରା ବାହିନୀପତି । ଖଣି ଦୁର୍ନୀତି ଆଲୋଚନା ପ୍ରସଙ୍ଗରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଜାରି ସମୟରେ ବିଧାୟକ ତାରା ବାହିଦୀପତି ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚେୟାର ଟେକି ଧରିଲେ । ଏହା ସହ ଇୟର ଫୋନ ମଧ୍ୟ ଫୋପାଡ଼ିଦେଲେ ତାରା ବାହିନୀପତି ।

ସେପଟେ ଗୃହରେ ତାରାଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଜଣେ ବରିଷ୍ଠ ସଭ୍ୟ ହୋଇ ଏଭଳି ଆଚରଣ ଠିକ୍ ନୁହେଁ ।

 

Get real time updates directly on you device, subscribe now.