ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ପଳାଇଲେ ଶିକ୍ଷକ, 2 ଘଣ୍ଟା ପରେ ଉଦ୍ଧାର
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା । ସ୍କୁଲ ଛୁଟି ପରେ ତାଲା ପକାଇ ପଳାଇଲେ ଶିକ୍ଷକ ।
କେନ୍ଦ୍ରାପଡ଼ା: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା । ସ୍କୁଲ ଛୁଟି ପରେ ତାଲା ପକାଇ ପଳାଇଲେ ଶିକ୍ଷକ । ପ୍ରାୟ 2 ଘଣ୍ଟା ପରେ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ ଛାତ୍ରୀଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ମହାକାଳପଡ଼ା ବଉଳକଣି ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଘଟିଛି ଏଭଳି ଅଘଟଣ ।