fbpx
BSKY
BJD YOUTH SKY
BJD MS SKY

ଏରୋ ଇଣ୍ଡିଆ ସୋ’ରେ ତେଜସ୍‌ ଓ ରାଫେଲର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୩ ।୨: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଏରୋ ଇଣ୍ଡିଆ ସୋ ଆରମ୍ଭ ହୋଇଛି । ଏହି ଏରୋ ଇଣ୍ଡିଆ ସୋ’କୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୋ’ରେ ୧୪ଟି ଦେଶ ସାମିଲ ହୋଇଛି । ଏହେି ସୋ’ରେ ତେଜସ୍ ଓ ରାଫେଲର ଶକ୍ତି ପ୍ରଦର୍ଶନ କରାଯାଉଛି । ସୋନାର ଆଧୁନିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜନାଥ ସିଂ । ଆଗାମୀ ୭/୮ ବର୍ଷରେ ୧୩୦ ବିଲିୟନ୍ ଡଲାର ଖର୍ଚ୍ଚ ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.