fbpx

ଚାଷୀଙ୍କୁ ବଡ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ ଘୋଷଣା କରିଛି ଏହି ରାଜ୍ୟ, ଜାଣନ୍ତୁ କାହାକୁ ମିଳିବ ଫାଇଦା

Advertisement

ନୂଆଦିଲ୍ଲୀ: ତେଲେଙ୍ଗାନାରେ କୃଷକମାନେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି । ତେଲେଙ୍ଗାନା ସିଏମ୍ ଏ ରେୱନ୍ତ ରେଡ୍ଡୀ ଚାଷୀଙ୍କ ୨ ଲକ୍ଷ ଟଙ୍କା ମୂଲ୍ୟର ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, କୃଷକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ୠଣ ଛାଡ଼ ଶୀଘ୍ର କାର୍ଯ୍ୟକାରୀ ହେବ ।

ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ କହିଛନ୍ତି ଯେ, ୧୧ ଡିସେମ୍ବର ୨୦୧୮ ରୁ ୯ ଡିସେମ୍ବର ୨୦୨୩ ମଧ୍ୟରେ ଯେଉଁ ଚାଷୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଛନ୍ତି, ସେମାନଙ୍କର ଋଣ ଛାଡ କରାଯିବ ।

Get real time updates directly on you device, subscribe now.