fbpx

ପ୍ରସିଦ୍ଧ ଶୈବପୀଠ କପିଳାସରେ ଉପାସରେ ରହିଲେ ଠାକୁର; ଶ୍ରୀଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ଦିନ କେଇଟା ପରେ ପଡ଼ିବ ଶ୍ରାବଣ ସୋମବାର । ଚଳଚଞ୍ଚଳ ହେବ ରାଜ୍ୟର ସମସ୍ତ ଶୈବପୀଠ । ହେଲେ ଏହା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଦେଖାଦେଇଛି ବିଭ୍ରାଟ । ଉପାସରେ ରହିଲେ ଠାକୁର । ଦୁଇଦିନ ହେବ ଶ୍ରୀଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ହେଉଛି ବିଳମ୍ବ ।

ଏପରିକି ଠାକୁରଙ୍କ ରୋଷଘରେ ଝୁଲୁଛି ତାଲା । ତାଲା ଝୁଲୁଥିବା ନେଇ ହୋଇଛି ଅଭିଯୋଗ । ଘଟଣାକୁ ସ୍ବୀକାର କରିବା ସହ ସମାଧାନ ହୋଇଥିବା ନେଇ ଦେବୋତ୍ତର ବିଭାଗର ସୂଚନା । ସୁଆରଙ୍କ ଅସୁସ୍ଥତା ହେତୁ ସମସ୍ୟା ହୋଇଥିଲା ବୋଲି ଦେବୋତ୍ତର ଇନସ୍ପେକ୍ଟରଙ୍କ ସୂଚନା ।

Get real time updates directly on you device, subscribe now.