fbpx

ପୁଣି ଓଡ଼ିଶାକୁ ମିଳିବ ୩୭୪ କୋଟି: ଫ୍ଲାଏଓଭର ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର

ଓଡ଼ିଶା ଭାସ୍କର: ସମ୍ବଲପୁର ଏନଏଚ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର। ତେବେ ଏନଏଚ- ୫୩ରେ ୩୭୪ କୋଟି ବ୍ୟୟରେ ୬ ଲେନ ଫ୍ଲାଏଓଭର ନିର୍ମାଣ କରାଯିବ। ଏହା ସହ ୨ ଲେନ ବିଶିଷ୍ଟ ରୋଡ଼ ମଧ୍ୟ ନିର୍ମାଣ କରାଯିବ। ଯେଉଁଥିପାଇଁ ଆଜି କେନ୍ଦ୍ର ସରକାର ଏହାର ଅର୍ଥ ମଞ୍ଜୁର କରିଥିବା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.