fbpx

ଦିନ ଦ୍ୱିପ୍ରହରେ ବଡ଼ଦାଣ୍ଡରେ ବୁଲୁଛି ବିଲୁଆ; ଲୋକେ ଭୟଭୀତ

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ବଡ଼ଦାଣ୍ଡରେ ବିଲୁଆ ଆତଙ୍କ । ଅନେକ ସମୟ ଧରି ବଡ଼ଦାଣ୍ଡ ନିକଟସ୍ଥ ଏକ କୋଠା ଉପରେ ବିଲୁଆଟି ବସିଥିବାର ଦେଖିବାକୁ ମିଳିଥିଲା । ଜନଗହଳିପୂର୍ଣ୍ଣ ସହର ଭିତରେ ବିଲୁଆ ବୁଲିବାର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଦେଖଣାହାରୀ । ଦିନ ଦ୍ୱିପ୍ରହରେ ବଡ଼ଦାଣ୍ଡରେ ବିଲୁଆ ଦେଖି ଭୟଭୀତ ଅଛନ୍ତି ଲୋକେ । ଜଣେ ବାଇକ ଆରୋହି ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ।

Get real time updates directly on you device, subscribe now.