fbpx

ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି, ୧୧ଟା ସୁଦ୍ଧା ୨୨.୯୭% ମତଦାନ

ଭୁବନେଶ୍ୱର:ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧୧ ଟା ସୁଦ୍ଧା ରାଜ୍ୟରେ ୨୨.୯୭% ମତଦାନ ହୋଇଛି । ବାଲେଶ୍ୱରରେ ୨୭.୮୪%, ଭଦ୍ରକରେ ୧୯.୪୬%, ଜଗତସିଂପୁରରେ ୨୧.୭୬% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୧୯.୨୪%, କେନ୍ଦ୍ରାପଡାରେ ୨୨.୩୯%, ମୟୂରଭଞ୍ଜରେ ୨୨.୪୬% ମତଦାନ ହୋଇଛି ।

Get real time updates directly on you device, subscribe now.