fbpx
BJD SKY
BJD SKY

ସର୍ଭେରୁ ହେଲା ଖୁଲାସା : ରାଜ୍ୟରୁ ଲୋପ ପାଇଯିବ କି ହାତୀ? ୮ ବର୍ଷରେ ପ୍ରାୟ ୭୦୦ ହାତୀର ମୃତ୍ୟୁ

BJD

ନୂଆଦିଲ୍ଲୀ: ଆମ ଦେଶରେ ଯେପରି ଜନଗଣନା ଦ୍ୱାରା ଲୋକଙ୍କର ସଂଖ୍ୟା ଗଣନା କରାଯାଏ । ଠିକ ସେହିପରି ଜିବଜନ୍ତୁ ମାନଙ୍କର ବି ଗଣନା କରାଯାଏ । ଏଭଳି ଏକ ସର୍ଭେରୁ ଜଣା ପଡିଛି ଯେ, ରାଜ୍ୟରେ ୮ ବର୍ଷ ମଧ୍ୟରେ ପ୍ରାୟ ୭୦୦ ହାତୀଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଭାରତରେ ଜିବଜନ୍ତୁଙ୍କର ଏକ ସର୍ଭେ କରାଯାଇଥିଲେ । ସେଥିରୁ ଜଣାପଡିଛି ଯେ ଧିରେ ଧିରେ ହାତୀଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୮ ବର୍ଷରେ ପ୍ରାୟ ୭୦୦ଟି ହାତୀର ମୃତ୍ୟୁ ହୋଇଥିବାର ଆକଳନ କରାଯାଇଛି । ୨୦୧୫-୧୬ ରୁ ୨୦୨୩ ପର୍ଯ୍ୟନ୍ତ ୭୦୦ଟି ହାତୀ ମରିଛନ୍ତି । ଏହା ବ୍ୟତୀତ ଓଡ଼ିଶାରେ ୮ ବର୍ଷ ମଧ୍ୟରେ ୭ଟି ମହାବଳ ବାଘର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ୪୮ଟି କଲରାପତରିଆ ବାଘଙ୍କ ବି ଜୀବନ ଯାଇଛି ।

ପ୍ରଫୁଲ ସାମଲ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତକୁ ପ୍ରଶ୍ନ କରିଛନ୍ତି । ଜଙ୍ଗଲ ମନ୍ତ୍ରୀ ଉତ୍ତରରେ ‘ରୋଗ, ବିଦ୍ୟୁତ, ରେଳ ଓ ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗରୁ ମୃତ୍ୟୁ’ ଆଦି ସବୁ କାରଣ ଦର୍ଶାଇଛନ୍ତି ।

Get real time updates directly on you device, subscribe now.