fbpx

ଆସନ୍ତା କାଲିଠାରୁ ୩ ଦିନ ଯାଏଁ ହେବ ଘନ କୁହୁଡ଼ି, ସତର୍କ ସୂଚନା ଜାରି କଲେ SRC

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ୩ ଦିନ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ୨୩,୨୪ ଓ ୨୫ ତାରିଖରେ ଘନ କୁହୁଡ଼ି ହେବ ବୋଲି କୁହାଯାଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏନେଇ ସବୁ ଜିଲ୍ଲାପାଳ ଓ ପରିବହନ ବିଭାଗକୁ ସତର୍କ ଜାରି କଲେ ଏସଆଇସି ।

Get real time updates directly on you device, subscribe now.