fbpx

ରାଜ୍ୟରେ ୧୨ ଘଣ୍ଟା ପଯ୍ୟନ୍ତ ବନ୍ଦ ରହିବ ଏହି ସହର, ଜାଣନ୍ତୁ କେଉଁଠି

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁରରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ ହୋଇଛି । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ହୋଇଛି । ତେବେ ବୀରମହାରାଜପୁରକୁ ଏନଏସି ଘୋଷଣା ଦାବିରେ ବନ୍ଦ ପାଳନ କରାଯାଉଛି । କଂଗ୍ରେସ କର୍ମୀଙ୍କ ପିକେଟିଂ ସମେତ ଦୋକାନ ବଜାର ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.