fbpx
BSKY SKY
BSKY SKY

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା: ଅଖ-ଚକ ଠପ୍

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୨ ଘଣ୍ଟା ପାଇଁ ବନ୍ଦ ହେବାକୁ ଯାଉଛି ସୁନ୍ଦରଗଡ଼ ଜିଲ୍ଲା । ଏହି ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଛି । ଏହି କାରଣରୁ ସୁନ୍ଦରଗନ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି ।

ତେବେ ବନ୍ଦ ଡାକ୍ତରା ଯୋଗୁଁ ସହରରେ ବସ୍ ଚଳାଚଳ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ସୁନ୍ଦରଗଡ଼ ବନ୍ଦ ରହିବ ।

Get real time updates directly on you device, subscribe now.