fbpx

ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ, ପାଣି ପାଇପ୍ କାମରେ ନିୟୋଜିତ ଥିଲେ ଠିକା ଶ୍ରମିକ

Advertisement

ଯାଜପୁର: ଯାଜପୁର ବିଞ୍ଜାରପୁର ଅଳକୁଣ୍ଡ ଅଞ୍ଚଳରେ ଅଘଟଣ । ଠିକା କାମ କରିବା ସମୟରେ ମାଟି ଧସିଯିବା ଯୋଗୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ମୃତ ଶ୍ରମିକମାନେ ଚେନ୍ନାଇ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଶ୍ରମିକମାନେ ପାଣି ପାଇପ୍ କାମରେ ନିୟୋଜିତ ଥିଲେ ।

Get real time updates directly on you device, subscribe now.