fbpx

ହାଇକୋର୍ଟରେ ନିଯୁକ୍ତ ହେଲେ ୩ ନୂଆ ବିଚାରପତି: ରାଷ୍ଟ୍ରପତି ଦେଲେ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ । ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ, ମୁରାହରି ଶ୍ରୀରମଣ ହେବେ ଜଜ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ଆଧାରରେ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ମନ୍ତ୍ରାଳୟ ।

Get real time updates directly on you device, subscribe now.