fbpx

ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜଧାନୀରେ ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହର, ବ୍ଲକ୍ ଓ ବାଲିଅନନ୍ତା ବ୍ଲକ୍ କୁ ଆଲର୍ଟ କରାଯାଇଛି । ଦିନ ୧୨ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସହରରେ ବର୍ଷା ଆରମ୍ଭ ହୋଇ ଯାଇଛି । କିଛି କିଛି ସ୍ଥାନରେ ଏବେ ପବନ ହେବା ସହ ଖୁବ୍ ଜୋରରେ ବର୍ଷା ପଡୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.