ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨ , ଅନୁଗୁଳ, କୋରାପୁଟ,ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of Ten #COVID19 positive patients while under treatment in hospitals.
1. A 55-year old male of Angul district who was also suffering from Diabetess.
2. A 70-year old male of Bhubaneswar who was also suffering from Diabetes, Hypertension.
— H & FW Dept Odisha (@HFWOdisha) August 21, 2020
7. A 59-year old female of Ganjam district who was also suffering from Diabetes & Hypertension.
8. A 35-year old female of Koraput district.
9. A 61-year old male of Nayagarh district.
10. A 76-year old male of Sonepur district.
— H & FW Dept Odisha (@HFWOdisha) August 21, 2020