fbpx

ଆଜି ୩୭,୦୭୬ ଟିକାକରଣ କରାଯିବ

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ପଞ୍ଚମ ଦିନ । ଆଜି ୪୩୬ଟି ସେସନରେ ୩୭,୦୭୬ ଟିକାକରଣ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮,୭୪୩ ଜଣଙ୍କୁ ଟିକାକରଣ କରାଯାଇଛି, ଗତକାଲି ୯୩ଟି ସେସନରେ ୭୯୪୬ ଜଣଙ୍କୁ ଟିକାକରଣ କରାଯାଇଥିଲା

ତେବେ ଭୁବନେଶ୍ୱରରେ ସର୍ବମୋଟ ୫୮୪୯ ଜଣଙ୍କୁ ଟିକାକରଣ କରାଯାଇଛି । ଗତକାଲି କେଉଁଠି ବି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି । ଆସନ୍ତା ସପ୍ତାହରେ କୋଭାସ୍କିନର ଅଧିକ ଡୋଜ ପହଞ୍ଚିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.