ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ଖୋର୍ଦ୍ଧା, କଟକ, ମାଲକାନଗିରି ଓ ଜଗତସିଂହପୁରରୁ ୨ଜଣ ଲେଖାଏଁ, ବରଗଡ଼, ପୁରୀ, ସୁନ୍ଦରଗଡ଼, ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
3.A 77-year old male of Bargarh who was also suffering from Diabetes.
4.A 45-year old male of Bhubaneswar who was also suffering from Diabetes & hypertension.
5.A 77-year old female of Bhubaneswar who was also suffering from Diabetes & hypertension.
— H & FW Dept Odisha (@HFWOdisha) August 29, 2020
9.A 56-year old male of Jagatsinghpur district who was also suffering from Diabetes & hypertension.
10.A 58-year old male of Jajpur district who was also suffering from Diabetes.
— H & FW Dept Odisha (@HFWOdisha) August 29, 2020
14.A 72-year old male of Sundergarh who was also suffering from Diabetes & hypertension.
— H & FW Dept Odisha (@HFWOdisha) August 29, 2020