fbpx

ଆଜି ଓ କାଲି ଛୁଟି ରହିବ ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇଦିନ ବ୍ୟାଙ୍କ ଛୁଟି ରହିବ । ମଙ୍ଗଳବାର ଦିନ ଇଦ୍ ମିଲାଦ ଓ ବୁଧବାର ଗଜଲକ୍ଷ୍ମୀ ପୂଜା ଅବସରରେ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆଇନ ଅନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.