ଭୁବନେଶ୍ୱର: ପୂର୍ବରୁ ଆମେ କରୋନାର କରାଳ ରୂପ ଦେଖିସାରିଛେ। ସେଥିପାଇଁ କେତେ ଯେ ଲୋକଙ୍କର ଜୀବନ ଯାଇଛି ତାହା କହିବା ଅସମ୍ଭବ। ବର୍ତ୍ତମାନ ଏହାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସେଥିପାଇଁ ସମସ୍ତେ ଚିନ୍ତିତ।
ଏହାକୁ ଆଖିଦୃଷ୍ଟିରେ ରଖି ଆସନ୍ତା କାଲି କୋଭିଡ ସ୍ଥିତିକୁ ନେଇ ବୈଠକ ବସିବ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ସହିତ ଭିସିରେ ସବୁ ରାଜ୍ୟ ଅଧିକାରୀ ହେବେ ସାମିଲ ହେବେ।